ଆଜ୍ଞାବିଛୁ Ājn̄ābichhu

  • ପ୍ରାଦେ. (ସମ୍ବଲପୁର) ବି — ସାନ କଙ୍କଡ଼ାବିଛା
  • ପ୍ରାଦେ. (ସମ୍ବଲପୁର) ବି — [ଦ୍ର—ଏକପ୍ରକାର ଅତି ଛୋଟ ଓ ପାଣ୍ତୁରା କଙ୍କଡ଼ାବିଛା; ଏମାନଙ୍କୁ ପୁରୀ ଅଞ୍ଚଳରେ 'ମାକଡ଼ବସା' କହନ୍ତି। ଏମାନେ ନାହୁଡ଼ ମାଇଲେ ମନୁଷ୍ୟ ବିଷଜ୍ୱାଳାରେ ଅତି କଷ୍ଟ ପାଏ।]