ଆଜ୍ଞାବହ Ājn̄ābaha

  • ସଂ. ବିଣ. ପୁଂ. (ଆଜ୍ଞା+ବହ୍ ଧାତୁ=ବହନ କରିବା+ଅ) — ଯେ ଆଜ୍ଞାକୁ ବହନ କରେ ବା ଶିରୋଧାର୍ଯ୍ୟ କରେ — Obedient
  • ସଂ. ବିଣ. ପୁଂ. (ଆଜ୍ଞା+ବହ୍ ଧାତୁ=ବହନ କରିବା+ଅ) — ଯେ ପ୍ରଭୁଙ୍କ ପ୍ରଦତ୍ତ ଆଜ୍ଞାକୁ ଅଭିପ୍ରେତ ବ୍ୟକ୍ତି ନିକଟକୁ ବହନ କରେ — One who carries the order of the master to the person intended