ଆଜ୍ଞାକରିବା Ājn̄ākaribā

  • ଦେ. କ୍ରି — ପ୍ରଭୁ ବା ଗୁରୁଜନ ଡାକିଲେ ତାଙ୍କୁ 'ଆଜ୍ଞା' କହି ଉତ୍ତର ଦେବା — To respond to the words of a superior by uttering the word 'Ājn̄ā'
  • ଦେ. କ୍ରି — ବିନା ଆପତ୍ତିରେ ପାଳନ କରିବାକୁ ରାଜିହେବା; କଥାରେ ହଁ ଭରିବା — To slavishly agree to every thing a superior says or remarks; to ditto a superior's sayings
  • ଦେ. କ୍ରି — ଆଜ୍ଞା ପାଳନ କରିବା — To carry out a command
  • ଦେ. କ୍ରି — ଆଦେଶ ଦେବା — To command