ଆଜ୍ଞପ୍ତି Ājn̄apti

  • ସଂ. ବି. (ଆ+ଜ୍ଞା ଧାତୁ; ଣିଚ; ଜ୍ଞାପି ଧାତୁ+ଭାବ. ତି) — ଆଦେଶ; ଆଜ୍ଞାପ୍ରଦାନ — Order; command