ଆଜି Āji
- ସଂ. ବି. (ଆଜ୍ ଧାତୁ=ଗମନ କରିବା+ଭାବ. ଇ) — ଯୁଦ୍ଧ; ସଂଗ୍ରାମ — Fight; battle
- ସଂ. ବି. (ଆଜ୍ ଧାତୁ=ଗମନ କରିବା+ଭାବ. ଇ) — ନିବାତ କବଚଙ୍କ ତୁଲେ କରି ଆଜି ପୋଛାଇଲେ ଯମଙ୍କ ହାତେ ତାଙ୍କ ପାଞ୍ଜି। କୃଷ୍ଣସିଂହ, ମହାଭାରତ, ବିରାଟ।
- ସଂ. ବି. (ଆଜ୍ ଧାତୁ=ଗମନ କରିବା+ଭାବ. ଇ) — ଯୁଦ୍ଧଭୂମି — Battle-field
- ସଂ. ବି. (ଆଜ୍ ଧାତୁ=ଗମନ କରିବା+ଭାବ. ଇ) — ଗମନ — Going
- ସଂ. ବି. (ଆଜ୍ ଧାତୁ=ଗମନ କରିବା+ଭାବ. ଇ) — ଆକ୍ଷେପ — Regret
- ସଂ. ବି. (ଆଜ୍ ଧାତୁ=ଗମନ କରିବା+ଭାବ. ଇ) — ନିନ୍ଦା — Blame
- ସଂ. ବି. (ଆଜ୍ ଧାତୁ=ଗମନ କରିବା+ଭାବ. ଇ) — ମର୍ଯ୍ୟାଦା — Respect
- ସଂ. ବି. (ଆଜ୍ ଧାତୁ=ଗମନ କରିବା+ଭାବ. ଇ) — (ଅଜ ନାମକ ରାଜା+ଅପତ୍ୟାର୍ଥରେ. ଇ) ଅଜରାଜାଙ୍କର ପୁତ୍ର ଦଶରଥ — Daṡaratha, son of Aja, the king of Aj̄odhyā
- ଦେ. ଅ. (ସଂ. ଅଦ୍ୟ) — ଅଦ୍ୟ; ଏହିଦିନ — Today; this day
- ଦେ. ଅ. (ସଂ. ଅଦ୍ୟ) — ପୋଛାଇବି ତା ପାଞ୍ଜି ଯମହାତେ ଆଜି। କୃଷ୍ଣସିଂହ, ମହାଭାରତ, ବିରାଟ।
- ଦେ. ଅ. (ସଂ. ଅଦ୍ୟ) — ବର୍ତ୍ତମାନ — Now
- ଦେ. ଅ. (ସଂ. ଅଦ୍ୟ) — ଆଜି କଥା କାଲିକି ଅନ୍ତର—ପ୍ରବଚନ।