ଆଜାନୁଲମ୍ବ Ājānulamba

  • ଦେ. ବିଣ. (ସଂ. ଆଜାନୁଲମ୍ବିତ) — ଆଜାନୁଲମ୍ବିତ (ଦେଖ)
  • ଦେ. ବିଣ. (ସଂ. ଆଜାନୁଲମ୍ବିତ) — ଆଜାନୁ ଲମ୍ବ ଚାରିଭୁଜେ, କେୟୂର କଙ୍କଣ ବିରାଜେ। ଜଗନ୍ନାଥ, ଭାଗବତ।