ଆଚ୍ଛେଦ Āchchheda
- ସଂ. ବି. (ଆ+ଛିଦ୍ ଧାତୁ=ଛିଣ୍ଡାଇବା; ଛେଦନ କରିବା+ ଅ; ସନ୍ଧି ଯୋଗୁଁ ଛ ସ୍ଥାନରେ ଚ୍ଛ) — ବଳପୂର୍ବକ କଟିବା — Forcible cutting off
- ସଂ. ବି. (ଆ+ଛିଦ୍ ଧାତୁ=ଛିଣ୍ଡାଇବା; ଛେଦନ କରିବା+ ଅ; ସନ୍ଧି ଯୋଗୁଁ ଛ ସ୍ଥାନରେ ଚ୍ଛ) — ଅଙ୍ଗଚ୍ଛେଦ — Amputation
- ସଂ. ବି. (ଆ+ଛିଦ୍ ଧାତୁ=ଛିଣ୍ଡାଇବା; ଛେଦନ କରିବା+ ଅ; ସନ୍ଧି ଯୋଗୁଁ ଛ ସ୍ଥାନରେ ଚ୍ଛ) — କୋରଖ — Confiscation