ଆଚ୍ଛୁରିତ Āchchhurita

  • ସଂ. ବିଣ. (ଆ+ଛୁର୍ ଧାତୁ=ଛେଦନ କରିବା; ଶବ୍ଦ କରିବା+ଭାବ. ତ) — ଲିପ୍ତ; ମିଶ୍ରିତ
  • ସଂ. ବିଣ. (ଆ+ଛୁର୍ ଧାତୁ=ଛେଦନ କରିବା; ଶବ୍ଦ କରିବା+ଭାବ. ତ) — କ୍ଷତ — Wounded
  • ସଂ. ବିଣ. (ଆ+ଛୁର୍ ଧାତୁ=ଛେଦନ କରିବା; ଶବ୍ଦ କରିବା+ଭାବ. ତ) — ନଖଦ୍ୱାରା ଆହତ — Scratched with finger-nails
  • ସଂ. ବିଣ. (ଆ+ଛୁର୍ ଧାତୁ=ଛେଦନ କରିବା; ଶବ୍ଦ କରିବା+ଭାବ. ତ) — ମ୍ରକ୍ଷିତ — Rubbed
  • ସଂ. ବି — ଉଚ୍ଚହାସ୍ୟ — Loud laughter
  • ସଂ. ବି — ପରର ଅମର୍ଷଜନକ ହାସ୍ୟ — Envious laugh
  • ସଂ. ବି — ନଖରେ ନଖରେ ଆଘାତ; ନଖବାଦ୍ୟ; ନଖ ଘଷିବା (ଏହା କଳହଦ୍ୟୋତକ) — Striking or rubbing of the ends of finger-nails (this forebodes quarrel)