ଆଚ୍ଛାଦ Āchchhāda

  • ସଂ. ବି. — (ଆ+ଛାଦି ଧାତୁ=ଘୋଡ଼ାଇବା+କରଣ ଅ; ଯାହାଦ୍ୱାରା ଆବରଣ କରାଯାଏ)
  • ସଂ. ବି. — ଛାତ
  • ସଂ. ବି. — ସର୍ପୋଶ୍; ଆବରଣ; ଢାଙ୍କୁଣୀ — Lid; covering; cover
  • ସଂ. ବି. — ଆଚ୍ଛାଦନ ବସ୍ତ୍ର; ଘୋଡ଼ଣି — Covering cloth
  • ସଂ. ବି. — ବାସ; ବସ୍ତ୍ର — Dress (which covers the body)
  • ସଂ. ବି. — (+ଭାବ. ଅ) ଘୋଡ଼ାଇବା କ୍ରିୟା — The act of covering