ଆଚ୍ଛନ୍ନତା Āchchhannatā

  • ଦେ. ବି. (ପ୍ରାଚୀନ) — ଗୋପନ
  • ଦେ. ବି. (ପ୍ରାଚୀନ) — ଯାଗରେ ସେ ସୁରଙ୍କ ଭାଗ ଦେଇସାରି ଅସୁରଙ୍କୁ ଦେଲେ ସେ ଆଚ୍ଛନ୍ନତା କରି। କୃଷ୍ଣସିଂହ, ମହାଭାରତ, ଶାନ୍ତି।
  • ଦେ. ବି. (ଆଚ୍ଛନ୍ନ+ତା) — ଆଚ୍ଛାଦନ; ଆବୃତତା