ଆଚୋଁବନ Āchoñbana

  • ଗ୍ରା. ପ୍ରାଚୀନ ପଦ୍ୟ. ବି (ସଂ. ଆଚମନ) — ଆଚମନ (ଦେଖ)
  • ଗ୍ରା. ପ୍ରାଚୀନ ପଦ୍ୟ. ବି (ସଂ. ଆଚମନ) — ଆଚୋଁବନ ତହିଁ, ବସନ ଉଲାଗି ହୋଇ ସଖୀଙ୍କ ପଇଠିକର ଚଳନ୍ତି ପୁର ଯେ। ପ୍ରତାପ, ଶଶିଶେଣା।