ଆଚାରରହିତ Āchārarahita
- ସଂ. ବିଣ. ( 3 ୟା ତତ୍; ଆଚାର+ରହିତ) — ନୈତିକାଚାରର ବିପରୀତ କାର୍ଯ୍ୟ କରୁଥିବା — Destitute of purity or moral discipline
- ସଂ. ବିଣ. ( 3 ୟା ତତ୍; ଆଚାର+ରହିତ) — ସଦାଚାରବିବର୍ଜିତ — Not observing approved conduct or rules of discipline
- ଦେ. ବିଣ — ଅନାଚାରୀ