ଆଚାରମସଲା Āchāramasalā

  • ଦେ. ବି — ଆମ୍ବ ଆଦି ଫଳକୁ ଆଚାର କରିବା ନିମନ୍ତେ ବ୍ୟବହୃତ ଏକତ୍ର କୁଟା ଯାଇଥିବା ଲଙ୍କା, ପାନମହୁରୀ ପ୍ରଭୃତି ମସଲା