ଆଚାରବିଚାର Āchārabichāra

  • ଦେ. ବି. (ସହଚର) — ଲୋକପ୍ରଚଳିତ ବ୍ୟବହାର ବା ରୀତିନୀତି — Manners and customs of a people
  • ଦେ. ବି. (ସହଚର) — ଶିଷ୍ଟାଚାର — Approved usage
  • ଦେ. ବି. (ସହଚର) — ଶିଷ୍ଟାଚାରପ୍ରତି ଦୃଷ୍ଟି — Consideration or regard for approved customs