ଆଚାରଚ୍ୟୁତ Āchārachyuta
- ସଂ. ବିଣ. ପୁଂ. ( 5 ମୀ ତତ୍; ଆଚାର=ସଦାଚାର+ଚ୍ୟୁତ) — ଶିଷ୍ଟ ବ୍ୟବହାର ବହିର୍ଭୂତ — Against usage
- ସଂ. ବିଣ. ପୁଂ. ( 5 ମୀ ତତ୍; ଆଚାର=ସଦାଚାର+ଚ୍ୟୁତ) — ଶିଷ୍ଟାଚାର ଲଙ୍ଘନକାରୀ — Gone astray
- ସଂ. ବିଣ. ପୁଂ. ( 5 ମୀ ତତ୍; ଆଚାର=ସଦାଚାର+ଚ୍ୟୁତ) — ଜଘନ୍ୟବୃତ୍ତି ଆଚରଣ କରିବା — Fallen from approved usage
- ସଂ. ବିଣ. ପୁଂ. ( 5 ମୀ ତତ୍; ଆଚାର=ସଦାଚାର+ଚ୍ୟୁତ) — ଦୁରାଚାରୀ; ଅନାଚାରୀ — Debased; vicious