ଆଚାନ୍ତ Āchānta

  • ସଂ. ବିଣ. (ଆ+ଚମ୍ ଧାତୁ+କର୍ମ. ତ) — କୃତାଚମନ; ଯେ ଆଚମନ କରିଅଛି — One who has washed his mouth
  • ସଂ. ବିଣ. (ଆ+ଚମ୍ ଧାତୁ+କର୍ମ. ତ) — ଆଞ୍ଚୋଇଥିବା — Washed