ଆଙ୍ଗ୍ଟା Āṅgṭā

  • ଦେ. ବି (ସଂ. ଅଙ୍ଗୁଷ୍ଠ) — ବଡ ମୁଦି; ମୁଦିଆ — A large ring
  • ଦେ. ବି (ସଂ. ଅଙ୍ଗୁଷ୍ଠ) — ବୁଢ଼ା ଆଙ୍ଗୁଠିରେ ପିନ୍ଧାଯିବା ମୁଦି — A ring for the thumb