ଆଙ୍ଗୁଳି Āṅguḻi

  • ଦେ. ବି. (ସଂ. ଆଙ୍ଗୁଳି) — ଅଙ୍ଗୁଳି; ଆଙ୍ଗୁଠି — Finger
  • ଦେ. ବି. (ସଂ. ଆଙ୍ଗୁଳି) — ଏକ ହାତ ପରିମାଣର ଚବିଶ ଭାଗର ଏକ ଭାଗ — 1/4th of a cubit measure
  • ଦେ. ବି. (ସଂ. ଆଙ୍ଗୁଳି) — ଅଙ୍ଗୁଳି ପରିମାଣ — A measure by the finger
  • ଦେ. ବି. (ସଂ. ଆଙ୍ଗୁଳି) — ଅଙ୍ଗୁଳି ପ୍ରବେଶ କରିବା ରୂପ କର୍ମ — Fingering