ଆଙ୍କୋଚିତ Āṅkochita

  • ଗ୍ରା. ପଦ୍ୟ. ବିଣ. (ସଂ. ଆକୁ଼ଞ୍ଚିତ) — ଆକୁଞ୍ଚିତ
  • ଗ୍ରା. ପଦ୍ୟ. ବିଣ. (ସଂ. ଆକୁ଼ଞ୍ଚିତ) — ଆଙ୍କୋଚିତ କବରୀ ଯେ ସୁସଞ୍ଚ ଖୋସାର—ସାରଳା ମହାଭାରତ, ବିରାଟ।