ଆଙ୍କୁଶାଲଗା Āṅkuṡālagā

  • ଦେ. ବି. (ସବାରି ଗଉଡ଼ଙ୍କର ଡାକ) — ସବାରି ବେହେରାଙ୍କ ଡାକବିଶେଷ (ମୁଣ୍ତଉପରେ କଣ୍ଟା ବା ଡାଳ ସବାରି ଛାତରେ ବାଜିବାର ଭୟ ଥିଲେ ଆଗବେହେରାମାନେ ଏ ଡାକଦ୍ୱାରା ପଛ ପିଙ୍ଗାଳ ବେହେରାମାନଙ୍କୁ ସାବଧାନ କରାଇ ଦିଅନ୍ତି।)