ଆଙ୍କୁପାଙ୍କୁ Āṅkupāṅku

  • ଦେ. ବିଣ — ଉତ୍କଣ୍ଠିତ — Anxious
  • ଦେ. ବିଣ — (ଯଥା—ମନଟା ସବୁବେଳେ ଆଙ୍କୁପାଙ୍କୁ ହେଉଥାଏ —ସହକାର, କାର୍ତ୍ତିକ, ମାର୍ଗଶିର. 1930 ) — (ଯଥା—ମନଟା ସବୁବେଳେ ଆଙ୍କୁପାଙ୍କୁ ହେଉଥାଏ —ସହକାର, କାର୍ତ୍ତିକ, ମାର୍ଗଶିର.1930)