ଆଙ୍କୁଡା Āṅkuṟḍ̠ā

  • ଦେ. ବି. (ସଂ. ଆକର୍ଷୀ) — ବକ୍ରାଗ୍ର ଲମ୍ବଦଣ୍ତ — A long pole with a hook
  • ଦେ. ବି. (ସଂ. ଆକର୍ଷୀ) — ଯେଉଁ ବକ୍ରାଗ୍ର ଦଣ୍ତ ସାହାଯ୍ୟରେ ଗଛରୁ ଫଳ ଆଦି ତୋଳାଯାଏ — A long pole with a hook to pluck fruits etc. from high trees
  • ଦେ. ବି. (ସଂ. ଆକର୍ଷୀ) — ହାରର ଦୁଇ ମୁଣ୍ତକୁ ଯୋଡ଼ିବାରେ ବ୍ୟବହୃତ ବକ୍ରାଗ୍ର ମୁଦିଆ — The hook-like ring used for fastening the ends of a necklace