ଆଘାତ କରିବା Āghāta karibā

  • ଦେ. କ୍ରି. — ପ୍ରହାର କରିବା — To strike; to beat; to injure
  • ଦେ. କ୍ରି. — ତାଡ଼ନ କରିବା — To hit
  • ଦେ. କ୍ରି. — ଅନ୍ୟ ବସ୍ତୁରେ ଜୋରରେ ବାଜିବା — 2. To come in forcible contact with a thing