ଆଗ୍ରହାୟଣ Āgrahāyaṇa

  • ସଂ. ବି (ଅଗ୍ର+ହାୟନ=ବର୍ଷ; କାହାରି କାହାରି ମତରେ ବର୍ଷର ଆଦ୍ୟ ମାସ) — ବର୍ଷର ଆଦ୍ୟ ମାସ; ମାର୍ଗଶୀର ମାସ
  • ସଂ. ବି (ଅଗ୍ର+ହାୟନ=ବର୍ଷ; କାହାରି କାହାରି ମତରେ ବର୍ଷର ଆଦ୍ୟ ମାସ) — [ଦ୍ର—ପୂର୍ବେ ମାର୍ଗଶୀର ମାସରୁ ବର୍ଷ ଗଣନା ହେଉଥିଲା।]