ଆଗ୍ରହାୟଣୀ Āgrahāyaṇī

  • ସଂ. ବି. ସ୍ତ୍ରୀ (ଅଗ୍ରହାୟଣ+ଭାବ. ଅ; ସ୍ତ୍ରୀ. ଈ) — ମୃଗଶିରା (ଦେଖ) — Mṛugaṡirā (See)
  • ସଂ. ବି. ସ୍ତ୍ରୀ (ଅଗ୍ରହାୟଣ+ଭାବ. ଅ; ସ୍ତ୍ରୀ. ଈ) — ମାର୍ଗଶୀରପୂର୍ଣ୍ଣିମା — The full moon of Mārgaṡīra