ଆଗୁଳିବା Āguḻibā
- ଦେ. କ୍ରି — ସମ୍ମୁଖରୁ ଗତି ରୋଧ କରିବା; ଉଗାଳିବା — To restrain the front side
- ଦେ. କ୍ରି — ଯୁଦ୍ଧରେ ଆଗୁଳିଲା ଆସି ମୋର ସୁତ—କୃଷ୍ଣସିଂହ, ମହାଭାରତ, ବନ।
- ଦେ. କ୍ରି — ଆଗକୁ ଘୁଞ୍ଚିଯିବା — To move ahead
- ଦେ. କ୍ରି — ଆଗକୁ ବା ସମ୍ମୁଖ ଦିଗକୁ ଗତି କରିବା — To move forward
- ଦେ. କ୍ରି — ସେ ମାଲ ପଡ଼ିଲା ପାଞ୍ଚ ଯୋଜନ ଆଗୁଳି। ସାରଳା ମହାଭାରତ, ବିରାଟ।
- ଦେ. କ୍ରି — କୌଣସି ବ୍ୟକ୍ତିକୁ ଆଗରୁ ଲୁଚି କରି ଜଗି ବସିବା — To lie in ambush; to lie in wait