ଆଗଲିପିଛିଲି Āgalipichhili

  • ଗ୍ରା. ଅ — ଆଗପଛ — Front and back
  • ଗ୍ରା. ଅ — ସେ ଦୁଇ ଜଣ ଆଗଲିପିଛିଲି ହୋଇ ଯାଉଥିବାର ଲୋକେ ଦେଖି ଆସି ଗ୍ରାମରେ କହିଲେ —ଫକୀରମୋହନ, ଛମାଣଆଠଗୁଣ୍ଠ।