ଆଗମବିରୋଧ Āgamabirodha

  • ସଂ. ବି. (ଆଗମ=ଶାସ୍ତ୍ର+ବିରୋଧ) — ଶାସ୍ତ୍ରବିରୁଦ୍ଧତା; ଶ୍ରୁତିବିରୋଧ — Contrary to the Ṡāstras
  • ସଂ. ବି. (ଆଗମ=ଶାସ୍ତ୍ର+ବିରୋଧ) — ବାକ୍ୟରେ ଅର୍ଥଦୋଷବିଶେଷ — A fault in composition