ଆଗବଢ଼ିବା Āgabaṟḍ̠ẖibā
- ଦେ. କ୍ରି. — କୌଣସି ବ୍ୟକ୍ତି କଥା ନ କହୁଣୁ ପ୍ରଥମେ କଥା କହିବା — To speak before others speak
- ଦେ. କ୍ରି. — ନାରଦ କହିଲେ ଯହୁଁ ତାଙ୍କ ଆଗ ବଢ଼ି। ସାରଳାମହାଭାରତ, ମଧ୍ୟ।
- ଦେ. କ୍ରି. — ଆଗ ବଳିବା — To go in advance
- ଦେ. କ୍ରି. — ଅଗ୍ରସର ହେବା — To advance; to move forward
- ଦେ. କ୍ରି. — ସେ ମଧ୍ୟରୁ ବ୍ରାହ୍ମଣ ଜଣେ ଆଗ ବଢ଼ି, କହିଲେ ବ୍ରାହ୍ମଣଙ୍କୁ ଦେଲତ ଘଉଡ଼ି। କୃଷ୍ଣସିଂହ, ମହାଭାରତ, ବନ।