ଆଗବୋଲା Āgabolā

  • ଦେ. ବିଣ. ପୁଂ ଓ ସ୍ତ୍ରୀ. — ଯେ ସମସ୍ତଙ୍କ ଆଗରେ ଅର୍ଥାତ୍ କେହି କଥା ନ କହୁଣୁ କଥା କହେ — One who speaks before others speak
  • ଦେ. ବିଣ. ପୁଂ ଓ ସ୍ତ୍ରୀ. — ମୁଖିଆ; ମୁଖର — Forward; arrogant
  • ଦେ. ବିଣ. ପୁଂ ଓ ସ୍ତ୍ରୀ. — ଆଗଚଲା ଆଗବୋଲା ପର ଗାଈ ଦୁହାଁ ଦୀପପେଲା ସଖି ଗୋ ମନ୍ଦ ଏ—ଢଗ।
  • ଦେ. ବିଣ. ପୁଂ ଓ ସ୍ତ୍ରୀ. — (ଆଗବୋଲି - ସ୍ତ୍ରୀ)