ଆଗବଳାଇବା Āgabaḻāibā

  • ଦେ. କ୍ରି. — ପାଛୋଟି ଯିବା — To see a guest off
  • ଦେ. କ୍ରି. — ବିଶିଷ୍ଟ ମାନ୍ୟବ୍ୟକ୍ତି ବିଦାୟ ନେଇ ଗଲାବେଳେ ତାଙ୍କ ସଙ୍ଗେ ସଙ୍ଗେ ଖଣ୍ଡେ ଦୂର ଯିବା — To accompany a respected person to some distance; to see him off