ଆଗନ୍ତୁ Āgantu

  • ସଂ. ବିଣ. (ଆ+ଗମ୍ ଧାତୁ+କର୍ତ୍ତୃ. ତୁ) — ହଠାତ୍ ଉପସ୍ଥିତ; ଆକସ୍ମିକ — Suddenly arrived; accidental
  • ସଂ. ବିଣ. (ଆ+ଗମ୍ ଧାତୁ+କର୍ତ୍ତୃ. ତୁ) — ଅନିୟତସ୍ଥାୟୀ — Shortlived
  • ସଂ. ବି. — ଅତିଥି; ଅଭ୍ୟାଗତ; ଅଜ୍ଞାତକୁଳଶୀଳ ନବାଗତ ବ୍ୟକ୍ତି