ଆଗତବନ୍ଧକ Āgatabandhaka
- ଦେ. ବି. — କୌଣସି ସମ୍ପତ୍ତିକୁ ହସ୍ତାନ୍ତର କରିବା ପୂର୍ବରୁ ମହାଜନ ନିକଟରୁ ଟଙ୍କା ଆଣି ବନ୍ଧକ ଦେବା
- ଦେ. ବି. — ଆଗାମୀ ବର୍ଷର ଫସଲରୁ ଋଣ ଟଙ୍କା ଆଦାୟ ଦିଆଯିବ, ଏହି କରାରରେ ମହାଜନଠାରୁ ଋଣ ଆଣିବା — Borrowing money from a creditor on condition that it will be realised from the future usufruct of the mortgaged property