ଆଗତୁରା Āgaturā
- ଦେ. ବିଣ. (ସଂ. ଅଗ୍ରତର) — ଅଗ୍ରିମ — Advanced
- ଦେ. ବିଣ. (ସଂ. ଅଗ୍ରତର) — ନିର୍ଦ୍ଦିଷ୍ଟ ସମୟର ପୂର୍ବ — Happening before time
- ଦେ. ବିଣ. (ସଂ. ଅଗ୍ରତର) — ଆଗରୁ ଅର୍ଥାତ୍ ପାଉଣା ନ ହେଉଣୁ ଦିଆଯିବା — Paid in advance
- ଦେ. କ୍ରି. ବିଣ. — ଅଗ୍ରିମରୂପେ — In advance
- ଦେ. କ୍ରି. ବିଣ. — ପୂର୍ବରୁ — Before hand