ଆଗଚଲା Āgachalā

  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଯେ ସମସ୍ତଙ୍କୁ ଅତିକ୍ରମ କରି ଚାଲେ — One who precedes others
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଆଗଚଲା ଆଗବୋଲା ଘର ଗାଈ ମୁହିଁ; ଦୀପ ପେଲା—ଢଗ।
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଯେ ସମସ୍ତଙ୍କ ଆଗେ ଆଗେ ଚାଲେ — One who leads others
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — (ମନ୍ଦାର୍ଥେ) ଯେ ସମସ୍ତଙ୍କୁ ଟପି ଅଗ୍ରସର ହୁଏ — One who overtops others
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — କେହି ନ ଚାଲୁଣୁଁ ଯେ ଚାଲେ — Forward
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଆଗବୋଲା (ଦେଖ) — Āgabolā (See)
  • ଦେ. ବି — ସମସ୍ତଙ୍କ ଆଗେ ଆଗେ ଚାଲିବା — The act of preceding others
  • ଦେ. ବି — ଦ୍ୱିତୀୟ ହେବା ବିଧବାର ପୂର୍ବ ସ୍ୱାମୀ ଔରସଜାତ ପୁତ୍ର — A remarried widow's son of the previous marriage