ଆଗକୁହା Āgakuhā
- ଦେ. ବିଣ. ପୁଂ. (ଯେ ଆଗ କରି କଥା କୁହେ) — ଆଗବୋଲା — Self-assertive
- ଦେ. ବିଣ. ପୁଂ. (ଯେ ଆଗ କରି କଥା କୁହେ) — ଯେ ଅନାହୂତ ହୋଇ ବାକ୍ୟବ୍ୟୟ କରେ — One who speaks out uncalled for
- ଦେ. ବିଣ. ପୁଂ. (ଯେ ଆଗ କରି କଥା କୁହେ) — ଯେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କଥା କହେ — One who speaks out before due time
- ଦେ. ବିଣ. ପୁଂ. (ଯେ ଆଗ କରି କଥା କୁହେ) — ଯେ ଆଗ କରି ପାଟି ଫିଟାଏ — One who speaks before all others; forward
- ଦେ. ବିଣ. ପୁଂ. (ଯେ ଆଗ କରି କଥା କୁହେ) — (ଆଗକୋହୀ - ସ୍ତ୍ରୀ)