ଆଖ୍ଡ଼ା କରିବା Ākhṟḍ̠ā karibā
- ଦେ. କ୍ରି — ବ୍ୟାୟାମ ଅଭ୍ୟାସ କରିବା — To perform gymnastic exercise
- ଦେ. କ୍ରି — ଆଖଡ଼ାରେ ଗୁରୁଙ୍କଠାରୁ ନୃତ୍ୟଗୀତାଦି ଶିକ୍ଷା କରିବା — To learn music and dancing under a dancing master; to rehearse music
- ଦେ. କ୍ରି — ଆଖଡ଼ାରେ ଶିକ୍ଷାର୍ଥୀମାନଙ୍କୁ ନୃତ୍ୟଗୀତାଦି ଶିଖାଇବା ବା ତାଲିମ୍ କରିବା — To train persons in music and dancing
- ଦେ. କ୍ରି — ନୃତ୍ୟଗୀତାଦିରେ ତାଲିମ୍ କରିବାପାଇଁ ଲୋକଙ୍କୁ ଜମାଇବା — To collect people for the purpose of musical training