ଆଖୁକିଆରିକୁ ଠେଲିଦେବା Ākhukiāriku ṭhelidebā
- ଦେ. ବି. (ପ୍ରବଚନ) — ବିପଦରେ ପକାଇବା; ଯନ୍ତ୍ରଣା ଦେବା
- ଦେ. ବି. (ପ୍ରବଚନ) — (ଯଥା—ଥରେ ପାଲରେ ପକାଇ ଥିଲି ଯେ ଖସିଗଲୁ, ରହିଥା ବେଳପଡ଼ୁ ଆଉ ଥରେ ଆଖୁକିଆରିକୁ ଠେଲି ଦେବି।) — To put in danger; to inflict pain
- ଦେ. ବି. (ପ୍ରବଚନ) — (ଯଥା—ଥରେ ପାଲରେ ପକାଇ ଥିଲି ଯେ ଖସିଗଲୁ, ରହିଥା ବେଳପଡ଼ୁ ଆଉ ଥରେ ଆଖୁକିଆରିକୁ ଠେଲି ଦେବି।)