ଆଖିଲାଗିବା Ākhilāgibā

  • ଦେ. କ୍ରି. — ସରଦ ହେତୁ ଲେନ୍ଦେରା ବୋହିବାରୁ ସେହି ଲେନ୍ଦେରା ଅଠାରେ ଦୁଇ ଆଖି ନ ଫିଟିବା ରୋଗ — A sort of disease
  • ଦେ. କ୍ରି. — ନିଦ୍ରା ଆସିବା — (sleep) To attack