ଆଖିରେ ନାଚିବା Ākhire nāchibā

  • ଦେ. କ୍ରି. — (କୌଣସି ଅନୁପସ୍ଥିତ ବିଷୟ) ଉପର୍ଯ୍ୟୁପରି ସ୍ମରଣରେ ଆସିବା
  • ଦେ. କ୍ରି. — ଅନୁବରତେ ପାଣ୍ଡବେ ଆଖିରେ ନାଚିଲେ। କୃଷ୍ଣସିଂହ, ମହାଭାରତ, ଆଦି।