ଆଖିଫିଟିବା Ākhiphiṭibā
- ଦେ. କ୍ରି. — ଚକ୍ଷୁରୁନ୍ମୀଳିତ ହେବା — (eyes) To open
- ଦେ. କ୍ରି. — ବିରାଡ଼ି ଓ କୁକୁର ଛୁଆଙ୍କର ପ୍ରଥମେ ଆଖିପତା ଖୋଲି ଯିବା — 3. (eyes the young of cats and dogs) To open for the first time
- ଦେ. କ୍ରି. — (ଲକ୍ଷଣାର୍ଥ) କୌଣସି ବିଷୟରେ ଜ୍ଞାନୋଦୟ ବା ଚୈତନ୍ୟ ଉଦୟ ହେବା — 4. To hit upon an idea (about something)