ଆଖିପାଖି Ākhipākhi

  • ଦେ. ବି. — ଚୋର ହଠାତ୍ ପଶି ନ ପାରିବ, ଏହି ଉଦ୍ଦେଶ୍ୟରେ ନିର୍ମିତ ଏକପ୍ରକାର କୌଶଳଯୁକ୍ତ ଗୃହ
  • ଦେ. ବି. — ଆଡ଼ ତିହାଡ଼ ଦୋମୁହୀଁ ବାଙ୍କ ଆଖିପାଖି–ପୀତାମ୍ବର, ନୃସିଂହପୁରାଣ।