ଆଖିଠାରମାରିବା Ākhiṭhāramāribā

  • ଦେ. କ୍ରି. — ଅପାଙ୍ଗଦୃଷ୍ଟିକରିବା — To cast side glances
  • ଦେ. କ୍ରି. — ସ୍ତ୍ରୀଙ୍କୁ ଦେଖି ମାରେ ଆଖିଠାର—ପ୍ରାଚୀ, ପରଚେଗୀତା।
  • ଦେ. କ୍ରି. — ଆଖିଦ୍ୱାରା ସଙ୍କେତ କରିବା — To beckon with eyes