ଆଖିଖୋସିହୋଇଯିବା Ākhikhosihoij̄ibā

  • ଦେ. ବି. — ବିସ୍ମୟ, ଭୟ ବା ମୂର୍ଚ୍ଛାଯୋଗୁଁ ଆଖିର କଳା ଡୋଳା ଭ୍ରୂଲତା ଆଡ଼କୁ ଟେକି ହୋଇଯିବା — The turning of pupils of the eyes upwards
  • ଦେ. ବି. — (ଲକ୍ଷଣାର୍ଥ) ଛାନିଆଁ ହେବା; ତାଟକାହେବା — Being frightened; being dumb-founded
  • ଦେ. ବି. — ଏହା ଦେଖି ରତନୀ ଆଖି ଖୋସି ହୋଇଗଲା–କୁନ୍ତଳାକୁମାରୀ, ନଅତୁଣ୍ଡୀ।