ଆଖି ଉପରେ ରଖିବା

  • ଦେ. କ୍ରି — ଚକ୍ଷୁର ଅନ୍ତରାଳକୁ ଯିବାକୁ ଛାଡ଼ି ନ ଦେବା; ସର୍ବଦା ତୀକ୍ଷ୍ମ ଦୃଷ୍ଟି ରଖିବା; ଆଖି ସାମନାରୁ ଅନ୍ତର ନ କରିବା।