ଆକ୍ଷେପକ Ākshepaka
- ସଂ. ବିଣ. ପୁଂ. (ଆ+କ୍ଷିପ୍ ଧାତୁ+କର୍ତ୍ତୃ. ଅକ) — ଯେ ଆକ୍ଷେପ କରେ — Drawing; attracting
- ସଂ. ବିଣ. ପୁଂ. (ଆ+କ୍ଷିପ୍ ଧାତୁ+କର୍ତ୍ତୃ. ଅକ) — ଯେ ଫିଙ୍ଗେ — Throwing; tossing
- ସଂ. ବିଣ. ପୁଂ. (ଆ+କ୍ଷିପ୍ ଧାତୁ+କର୍ତ୍ତୃ. ଅକ) — ଭର୍ତ୍ସନାକାରୀ — Reviling; abusing
- ସଂ. ବି. ପୁଂ. — ନିନ୍ଦୁକ — Calumniator
- ସଂ. ବି. ପୁଂ. — (ବୈଦ୍ୟଶାସ୍ତ୍ର) ଅଙ୍ଗବିକ୍ଷେପ — Spasm; convulsion