ଆକ୍ରୋଶିବା Ākroṡibā

  • ଦେ. ପଦ୍ୟ. କ୍ରି — ଏକାଗ୍ର କରିବା — To concentrate
  • ଦେ. ପଦ୍ୟ. କ୍ରି — ବାମ ଚରଣ ପରେ ବସି ଚଞ୍ଚଳ ମନକୁ ଆକ୍ରୋଶି । ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ।
  • ଦେ. ପଦ୍ୟ. କ୍ରି — ବ୍ୟାପିବା — To spread
  • ଦେ. ପଦ୍ୟ. କ୍ରି — ବିନା ମେଘେ ଆକାଶରୁ ବରଷଇ ଜଳ ଜୀବକୁ ଆକ୍ରୋଶି ଥିଲେ ଘୁଞ୍ଚି ଯାଏ କାଳ। ପ୍ରାଚୀ, ବ୍ରହ୍ମନିରୂପଣଗୀତା।