ଆକ୍ରୋଶକ Ākroṡaka
- ସଂ. ବିଣ. ପୁଂ. (ଆ+କ୍ରୁଶ୍ ଧାତୁ+କର୍ତ୍ତୃ. ଅକ) — ଚିତ୍କାର କରୁଥିବା — Vociferous
- ସଂ. ବିଣ. ପୁଂ. (ଆ+କ୍ରୁଶ୍ ଧାତୁ+କର୍ତ୍ତୃ. ଅକ) — ଦ୍ୱେଷକାରୀ — Spiteful; envious
- ସଂ. ବିଣ. ପୁଂ. (ଆ+କ୍ରୁଶ୍ ଧାତୁ+କର୍ତ୍ତୃ. ଅକ) — ଭର୍ତ୍ସନା କରୁଥିବା — Reviling; vilifying
- ସଂ. ବି. ପୁଂ. — ଭର୍ତ୍ସନାକାରୀ ବ୍ୟକ୍ତି — Slanderer
- ସଂ. ବି. ପୁଂ. — (ଆକ୍ରୋଶିକା–ସ୍ତ୍ରୀ)