ଆକ୍ରୁଷ୍ଟ Ākrushṭa

  • ସଂ. ବିଣ. ପୁଂ. (ଆ+କ୍ରୁଶ୍ ଧାତୁ+କର୍ମ. ତ) — ଯାହାକୁ ଗାଳି ଦିଆଯାଏ; ଭର୍ତ୍ସିତ — Abused; rebuked
  • ସଂ. ବିଣ. ପୁଂ. (ଆ+କ୍ରୁଶ୍ ଧାତୁ+କର୍ମ. ତ) — ନିନ୍ଦିତ — Blamed; reviled
  • ସଂ. ବିଣ. ପୁଂ. (ଆ+କ୍ରୁଶ୍ ଧାତୁ+କର୍ମ. ତ) — ଅଭିଶପ୍ତ — Cursed
  • ସଂ. ବି — ପରୁଷ ଭାଷଣ — Abusive speech
  • ସଂ. ବି — ଉଚ୍ଚୈଃସ୍ୱରରେ ଡାକ — Calling out
  • ସଂ. ବି — (ଆକ୍ରୁଷ୍ଟା–ସ୍ତ୍ରୀ)
  • ସଂ. ବି — (ଆକ୍ରୋଶ–ବି.)