ଆକ୍ରାନ୍ତ Ākrānta

  • ସଂ. ବିଣ. (ଆ+କ୍ରମ୍ ଧାତୁ+କର୍ମ. ତ) — ଯାହାକୁ ଆକ୍ରମଣ କରା ଯାଇଥାଏ — Attacked
  • ସଂ. ବିଣ. (ଆ+କ୍ରମ୍ ଧାତୁ+କର୍ମ. ତ) — ବଳପୂର୍ବକ ଅଧିକୃତ — Taken forcible possession of
  • ସଂ. ବିଣ. (ଆ+କ୍ରମ୍ ଧାତୁ+କର୍ମ. ତ) — ପରାସ୍ତ — Overpowered; vanquished
  • ସଂ. ବିଣ. (ଆ+କ୍ରମ୍ ଧାତୁ+କର୍ମ. ତ) — (ଅନ୍ୟ ଶବ୍ଦ ସଙ୍ଗରେ ବ୍ୟବହୃତ ହେଲେ ନିମ୍ନଲିଖିତ ଅର୍ଥମାନ ବୁଝାଏ।)
  • ସଂ. ବିଣ. (ଆ+କ୍ରମ୍ ଧାତୁ+କର୍ମ. ତ) — ଅମୁକ ପର୍ଯ୍ୟନ୍ତ ବିସ୍ତୃତ — Reaching upto; extending upto
  • ସଂ. ବିଣ. (ଆ+କ୍ରମ୍ ଧାତୁ+କର୍ମ. ତ) — ଯାହା ଉପରେ ମାଡ଼ିଥାଏ; ଆବୃତ (ଯଥା — ମେଘାକ୍ରାନ୍ତ)
  • ସଂ. ବିଣ. (ଆ+କ୍ରମ୍ ଧାତୁ+କର୍ମ. ତ) — ଆବୁକାବୁ; ଅଭିଭୂତ (ଯଥା — ନିଦ୍ରାକ୍ରାନ୍ତ)
  • ସଂ. ବିଣ. (ଆ+କ୍ରମ୍ ଧାତୁ+କର୍ମ. ତ) — ଅତିରିକ୍ତ ବୋଝେଇ କରାଯାଇଥିବା (ଯଥା — ଭାରାକ୍ରାନ୍ତ)
  • ସଂ. ବିଣ. (ଆ+କ୍ରମ୍ ଧାତୁ+କର୍ମ. ତ) — ଯାହାକୁ କୌଣସି ବସ୍ତୁ ବଳାଇ ଥାଏ — Surpassed; superseded
  • ସଂ. ବିଣ. (ଆ+କ୍ରମ୍ ଧାତୁ+କର୍ମ. ତ) — କଷ୍ଟପ୍ରାପ୍ତ — Pained; afflicted
  • ସଂ. ବିଣ. (ଆ+କ୍ରମ୍ ଧାତୁ+କର୍ମ. ତ) — ଯାହା ସଙ୍ଗେ କୌଣସି ବସ୍ତୁ ଯାଇଥାଏ — Accompanied by; attended with
  • ସଂ. ବିଣ. (ଆ+କ୍ରମ୍ ଧାତୁ+କର୍ମ. ତ) — ଯହିଁ ଉପରେ ମନୁଷ୍ୟ ପାଦ ପକାଇ ଥାଏ — Stepped with